ଆଜି 7ଟା 15ରେ ଶପଥ ନେବେ ମୋଦି…

ଆଜି 7ଟା 15ରେ ଶପଥ ନେବେ ମୋଦି…

ଦେଶରେ ପୁଣିଥରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରରେ ପୁଣିଥରେ ଭାଜପା ସରକାର ଗଢିଛି । ମୋଦୀଙ୍କ ସହିତ 30 ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ଚର୍ଚ୍ଚା ହେଉଛି ଯେଉଁ ମନ୍ତ୍ରୀମାନେ ଶପଥ ନେବେ ତାଙ୍କ ପାଖକୁ ଫୋନ କଲ ଯିବା ଆରମ୍ଭ ହୋଇଗଲାଣି । ସୂଚନା ଅନୁସାରେ ରାଜନାଥ ସିଂହ, ନୀତୀନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀଙ୍କ ପାଖକୁ ଫୋନ୍ ଯାଇଛି । ସେହିପରି ଜେଡିୟୁର ରାମନାଥ ଠାକୁରଙ୍କୁ ଫୋନ୍ ଯାଇଥିବା ଜଣାପଡ଼ିଛି । ଟିଡିପିର ଦୁଇ ଜଣ ରାମ ମୋହନ ନାଇଡୁ ଓ ଡ. ଚନ୍ଦ୍ରଶେଖରଙ୍କୁ ଫୋନ୍ କଲ ଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *