ଆବାସ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର

ଆବାସ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର

ଆବାସ ଯୋଜନାକୁ ନେଇ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଠଗଡରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଯୋଗ ଆଣିଛନ୍ତି । ଆବାସ ଯୋଜନାରେ ରାଜ୍ୟରେ ପ୍ରତିଦିନ ୯ ହଜାର ଘର ତିଆରି ହେବା କଥା କିନ୍ତୁ ଏବେ ଦୈନିକ ୩୨ଟି ଘର ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ର କହିଛନ୍ତି, ପୂର୍ବ ୟୁପିଏ ସରକାର ତୁଳନାରେ ମୋଦୀ ସରକାର ଓଡିଶାକୁ ଅଧିକରୁ ଅଧିକ ଘର ଯୋଗାଇଛନ୍ତି । ୨୦୧୪ରୁ ୨୦୨୩ ମଧ୍ୟରେ କେନ୍ଦ୍ର ସରକାର ୩୨ ଲକ୍ଷ ଘର ଯୋଗାଇଛନ୍ତି ବୋଲି କହିଛନ୍ତି । ପୁଣି ବିଧାନସଭାରେ ଆଗତ ସିଏଜି ରିପୋର୍ଟ କଥା ଉଠାଇ କହିଛନ୍ତି ଓଡିଶା ସରକାର 5ରୁ 6 ଲକ୍ଷ ଘର ଫେରାଇ ଦେବେ ।

author

Related Articles

Leave a Reply

Your email address will not be published. Required fields are marked *