ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବଡ ସଙ୍କେତ

ରାଜଧାନୀରେ ତିନି ଦିନ ଧରି ଚାଲିବାକୁ ଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମରେ ୧୭ ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରିଛନ୍ତି ମୋହନ ଭାଗବତ । ଭୁବନେଶ୍ୱରରେ ଚାଲିଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମରେ ପରିବର୍ତ୍ତନକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଇଛନ୍ତି ବଡ ସଙ୍କେତ । ସଭାକୁ ସମ୍ବୋଧିତ କରି ପରିବର୍ତନ ପାଇଁ ମୋହନ ଭାଗବତ କହଛନ୍ତି ।ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଓଡିଶା ଅନୁଭୂତିର ମଧ୍ୟ ସେ ଉଦାହରଣ ଦେଇଛନ୍ତି । ତେବେ କି ପ୍ରକାର ପରବର୍ତନର ସଙ୍କେତ ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟ ନା ଦେଶ କାହାର ପରିବର୍ତନ ନେଇ ସଙ୍କେତ ଦେଲେ ମୋହନ ଭାଗବତ ତାକୁ ନେଇ ଚର୍ଚ୍ଚା ବଢିଛି ।

author

Related Articles

Leave a Reply

Your email address will not be published. Required fields are marked *