ଆସନ୍ତାକାଲି ଛତିଶଗଡ ବିଧାନସଭା ନିର୍ବାଚନ

ଆସନ୍ତାକାଲି ଛତିଶଗଡ ବିଧାନସଭା ନିର୍ବାଚନ


ଆସନ୍ତା କାଲି ଛତିଶଗଡ ବିଧାନସଭା ନିର୍ବାଚନ । ୧୧ ଜିଲ୍ଲାର ୨୦ଟି ଆସନରେ ପଡିବ ଭୋଟ୍ । ୭ ନକ୍ସଲ ପ୍ରଭାବିତ ଜିଲ୍ଲାକୁ କଡା ସୁରକ୍ଷା ବ୍ୟବସ୍ଥାରେ କରାଯିବ ଭୋଟ ଗ୍ରହଣ ପ୍ରକ୍ରିୟା । ମାଓପ୍ରବଣ ଅଂଚଳ ଥିବାରୁ ଭୋଟିଂ ପୂର୍ବରୁ କଡା ସୁରକ୍ଷା ଦେବାକୁ ପୋଲିସ ବିଭାଗକୁ ସୂଚନା । ଭୋଟ୍ ବ୍ୟବସ୍ଥା ପୁର୍ବରୁ ଜିଲ୍ଲାପାଳ, ଏସପିଙ୍କ ସହ ପୋଲିସ ଓ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି । ଗତକାଲିରୁ ନିର୍ବାଚନ ପ୍ରଚାର ସରିଥିବା ବେଳେ ଏବେ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ସବୁ ଦଳ ନିଜର ରଣକୌଶଳକୁ ନେଇ ମଜବୁତ ଥିଲେ । ତେବେ ଆସନ୍ତା କାଲି ଭୋଟ ଗ୍ରହଣ ପରେ ଜଣାପଡିବ ଚତିଶଗଡରେ କେଉଁ ଦଳ ନିଜ ଶାସନ କରିବ ।

author

Related Articles

Leave a Reply

Your email address will not be published. Required fields are marked *