ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଆସନ୍ତାକାଲି  ହେବାକୁ ଯାଉଛି ବିଧାନସଭା ଉପବାଚସ୍ପତି ନିର୍ବାଚନ । ।ଏଥିପାଇଁ ଆଜି ଏଥିପାଇଁ ନାମାଙ୍କନ ଦାଖଲ କରାଯିବ ।  ତେବେ ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ହେତୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ କିପରି ସୁରୁଖୁରରେ ଚାଲିବ ସେ ନେଇ ସବୁ ଦଳ ମାନଙ୍କ ସହ ଆଲୋଚନା କରିବେ ବାଚସ୍ପତି । ବିଧାନସଭାରେ ଶାସକ ଦଳ ପାଇଁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧିମାନେ । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସେପଟେ କଂଗ୍ରେସର ବିଧାୟକ ଦଳ ବୈଠକ କାଲି ବସିବ । ବିଜେଡି ମଧ୍ୟ କାଲି ବିଧାୟକ ଦଳ ବୈଠକ କରିବ । କାଲି ଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ୩୦ ତାରିଖ ଯାଏଁ ଚାଲିବ । 

author

Related Articles

Leave a Reply

Your email address will not be published. Required fields are marked *