ଆସନ୍ତା 20ରୁ ମାଟ୍ରିକ ପରୀକ୍ଷା

ଆସନ୍ତା 20ରୁ ମାଟ୍ରିକ ପରୀକ୍ଷା

ଫେବୃୟାରୀ 20ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଏଥିପାଇଁ ମାଟ୍ରିକ,ମଧ୍ୟମା ଓ ସମସ୍ତ ତଥ୍ୟ ବୋର୍ଡର ୱେଟସାଇଟରେ ଛଡାଯାଇଛି । ଏହି ୱେବସାଇଟରେ କେଉଁ ସ୍କୁଲକୁ ପରୀକ୍ଷା କେନ୍ଦ୍ର, ଉତ୍ତରଖାତା ମୂଲ୍ୟାୟନ କେନ୍ଦ୍ର ଓ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସ୍କୁଲର ସେଣ୍ଟର ପଡ଼ିଛି, ସେଠାରେ କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେନ୍ଦ୍ର ପାଇଁ କେଉଁ ବିଷୟରେ କେତେ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, କେନ୍ଦ୍ରରେ କେତେଜେଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ତାର ତଥ୍ୟ ରହିଛି । ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ହେଉଛି । ତା ପୂର୍ବରୁ ଆଜିଠାରୁ ପରୀକ୍ଷା ପରିଚାଳନା ହବ୍ ଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତର ଖାତା ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ ।

author

Related Articles

Leave a Reply

Your email address will not be published. Required fields are marked *