ଆସନ୍ତା 28 ତାରିଖରେ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ

ଆସନ୍ତା 28 ତାରିଖରେ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଆସନ୍ତା 28 ତାରିଖରେ ଏହି କାର୍ଯ୍ୟ କରାଯିବ । କାର୍ତ୍ତିକମାସରେ ପ୍ରବଳ ଭିଡକୁ ଦେଖି କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ବାହାର ରତ୍ନଭଣ୍ଡାରର ସ୍କାନିଂ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି,ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ସୂଚନା ଅନୁଯାୟୀ ସ୍କାନିଂ ମେସିନ୍ ଏଏସଆଇ ପାଖରେ ପହଁଚିଛି ।

author

Related Articles

Leave a Reply

Your email address will not be published. Required fields are marked *