ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା । ଉଭୟ ଲୋକସଭା ଓ ବିଧାନସଭା ନିବାର୍ଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଆସନ ସହ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ତେବେ ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକାରେ
୧. ବିଷମ କଟକ – ଜଗନ୍ନାଥ ସାରକା
୨. ଗୁଣୁପୁର – ରଘୁନାଥ ଗମାଙ୍ଗ
୩. ରାୟଗଡା – ଅନୁସୂୟା ମାଝୀ
୪. ବରଗଡ – ଦେବେଶ ଆଚାର୍ଯ୍ୟ
୫. ବିଜେପୁର – ରୀତା ସାହୁ
୬. ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
୭. ଭଟଲି – ସୁଶାନ୍ତ ସିଂ
୮. ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
୯. ବସ୍ତା – ସୁବାସିନୀ ଜେନା
୧୦. ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
୧୧. ଭଦ୍ରକ – ପ୍ରଫୁଲ ସାମଲ
୧୨. ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ
୧୩. ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
୧୪. ଚାନ୍ଦବାଲି – ବ୍ୟୋମକେଶ ରାୟ
୧୫. ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
୧୬. ଧର୍ମଶାଳା – ପ୍ରଣବ ବଳବନ୍ତରାୟ
୧୭. ଯାଜପୁର – ସୁଜାତା ସାହୁ
୧୮. ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ
୧୯. ଢେଙ୍କାନାଳ – ସୁଧୀର ସାମଲ
୨୦. କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
୨୧. ପରଜଙ୍ଗ – ନୃସିଂହ ସାହୁ
୨୨. ପାଲଲହଡା – ମୁକେଶ ପାଲ
୨୩. ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
୨୪. ସୋନପୁର – ନିରଞ୍ଜନ ପୂଜାରୀ
୨୫. ଲୋଇସିଂହା – ନିହାର ରଞ୍ଜନ ବେହେରା
୨୬. ପାଟଣାଗଡ – ସରୋଜ ମେହେର
୨୭. ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ
୨୮. ଟିଟିଲାଗଡ – ଟୁକୁନି ସାହୁ
୨୯. ନୂଆପଡା – ରାଜେନ୍ଦ୍ର ଢୋଲକିଆ
୩୦. ଉମରକୋଟ – ନବୀନା ନାୟକ
୩୧. ଝରିଗାଁ – ରମେଶ ଚନ୍ଦ୍ର ମାଝୀ
୩୨. ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
୩୩. ଡାବୁଗାଁ – ମନୋହର ରନ୍ଧାରୀ
୩୪. ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
୩୫. ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
୩୬. ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
୩୭. ଭବାନୀପାଟଣା – ଲତିକା ନାୟକ
୩୮. ଜି ଉଦୟଗିରି – ସାଲୁଗା ପ୍ରଧାନ
୩୯. କଣ୍ଟାମାଳ – ମହିଧର ରଣା
୪୦. ବୌଦ୍ଧ – ପ୍ରଦୀପ କୁମାର ଅମାତ
୪୧. ବଡମ୍ବା – ଦେବୀ ପ୍ରସାଦ ମିଶ୍ର
୪୨. ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
୪୩. ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
୪୪. କଟକ ଚୌଦାର – ସୌଭିକ ବିଶ୍ୱାଳ
୪୫. ନିଆଳି – ପ୍ରମୋଦ ମଲ୍ଲିକ
୪୬. କଟକ ସଦର – ଚନ୍ଦ୍ରସାରଥୀ ବେହେରା
୪୭. ପାଟକୁରା – ଅରବିନ୍ଦ ମହାପାତ୍ର
୪୮. ଆଳି – ପ୍ରତାପ ଦେବ
୪୯. ରାଜନଗର – ଧ୍ରୁବ ସାହୁ
୫୦. ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ
୫୧. ପୁରୀ – ସୁନୀଲ ମହାନ୍ତି
୫୨. ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
୫୩. ସତ୍ୟବାଦୀ – ସଞ୍ଜୟ ଦାସବର୍ମା
୫୪. ପିପିଲି – ରୁଦ୍ର ପ୍ରସାଦ ମହାରଥୀ
୫୫. ଜଟଣୀ – ବିଭୂତି ବଳବନ୍ତରାୟ
୫୬. ରଣପୁର – ସତ୍ୟନାରାୟଣ ପ୍ରଧାନ
୫୭. ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
୫୮. ନୟାଗଡ – ଅରୁଣ ସାହୁ
୫୯. ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
୬୦. ପୋଲସରା – ଶ୍ରୀକାନ୍ତ ସାହୁ
୬୧. କବିସୂର‌୍ୟ୍ୟନଗର – ଲତିକା ପ୍ରଧାନ
୬୨. ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
୬୩. ସୋରଡା – ସଂଘମିତ୍ରା ସ୍ୱାଇଁ
୬୪. ହିଞ୍ଜିଳି – ନବୀନ ପଟ୍ଟନାୟକ
୬୫. ଗୋପାଳପୁର – ବିକ୍ରମ କୁମାର ପଣ୍ଡା
୬୬. ଦିଗପହଣ୍ଡି – ବିପ୍ଲବ ପାତ୍ର
୬୭. ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
୬୮. କୋଟପାଡ – ଚନ୍ଦ୍ରଶେଖର ମାଝୀ
୬୯. କୋରାପୁଟ – ରଘୁରାମ ପୋଡାଲ
୭୦. ମାଲକାନଗିରି – ମାନସ ମାକାମ୍ବୀ
୭୧. କାଶୀପୁର – ବଦ୍ରିନାରାୟଣ ପାତ୍ର
୭୨. ପାଟଣା – ଜଗନ୍ନାଥ ନାୟକ

ସେହିପରି ଲୋକସଭା ଆସନ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରାଯାଇଛି । ଯେଉଁ ଲିଷ୍ଟରେ
୧. କଳାହାଣ୍ଡି – ଲମ୍ବୋଧର ନିଆଳ
୨. ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ
୩. ସୁନ୍ଦରଗଡ – ଦିଲ୍ଲୀପ ତିର୍କୀ
୪. ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି
୫. କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି
୬. ନବରଙ୍ଗପୁର – ପ୍ରଦୀପ ମାଝୀ
୭. ଭୁବନେଶ୍ୱର – ମନ୍ମଥ ରାଉତରାୟ
୮. କୋରାପୁଟ – କୌଶଲ୍ୟା ହିକ୍କକା
୯. ଆସ୍କା – ରଞ୍ଜିତା ସାହୁ

author

Related Articles

Leave a Reply

Your email address will not be published. Required fields are marked *