ଆସୁଛି ଓଡିଆ ଚଳଚ୍ଚିତ୍ର ତ୍ରିକନ୍ୟା

ଆସୁଛି ଓଡିଆ ଚଳଚ୍ଚିତ୍ର ତ୍ରିକନ୍ୟା

ଆସୁଛି ଓଡିଆ ଚଳଚ୍ଚିତ୍ର ତ୍ରିକନ୍ୟା । ଆସନ୍ତା ମାର୍ଚ୍ଚ 8 ତାରିଖରେ ମହିଳା ଦିବସରେ ମୁକ୍ତିଲାଭ କରିବ ଏହି ଓଲିଉଡ ଚଳଚ୍ଚିତ୍ର । ତିନି ଜଣ ମହିଳାଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି । ଅମୀୟ ପଟ୍ଟନାୟକ ପ୍ରଡକ୍ସନ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ଚଳଚ୍ଚିତ୍ରକୁ ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । ସିନେମାର କାହାଣୀ ଓ ବିଷୟ ବିଷୟବସ୍ତୁ ନେଇ ମିଟ୍ ଓ ଗ୍ରୀଟ କାର୍ଯ୍ୟକ୍ରମ ଜରିଆରେ ଆଲୋଚନା କରିଛନ୍ତି ଟିମ୍ ସଦସ୍ୟ । ଭିନ୍ନ ଭିନ୍ନ ପରିସ୍ଥିତି ଓ ପରିବେଶରୁ ଆସିଥିବା ତିନି ଜଣ ମହିଳା କିପରି କଠିନ ସମସ୍ୟାର ସମାଧାନ କରୁଛନ୍ତି ତାକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ।

author

Related Articles

Leave a Reply

Your email address will not be published. Required fields are marked *