ଆହୁରି ଦୁଇ ଦିନ ତାତି ….

ବର୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରଭାହିତ ହେଉଛି ଏହାର ପ୍ରଭାବରେ ଆଗାମୀ ତିନିଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଧି ପାଇବାରେ ସମ୍ଭାବନା ରହିଛି| ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ୨୧ ତାରିଖ ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି | ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି | କୋରାପୁଟ ,ଗଜପତି ,ଗଂଜାମ ,ରାୟଗଡା ଓ କନ୍ଧମାଳ ଜିଲାର ଗୋଟିଏ ଦୁଇଟା ସ୍ଥାନରେ ବର୍ଷା ହେବ ସମ୍ଭାବନା ରହିଛି | ତାତି ପ୍ରଭାବ ଯୋଗୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶିଶୁ , ବୃଦ୍ଧ ,ଗର୍ଭବତୀ ଏବଂ ଅସୁସ୍ଥ ବ୍ୟକ୍ତି ବାହାରକୁ ଯିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି | ଗୃହପାଳିତ ପଶୁ ଏବଂ ପକ୍ଷୀମାନଂକ ଶୀତଳ ଏବଂ ଛାଇ ସ୍ଥାନରେ ରଖିବା ଏବଂ ସେମାଙ୍କ ପାଇଁ ଵେବସ୍ତ କରିବାକୁ ପଡିବ |

author

Related Articles

Leave a Reply

Your email address will not be published. Required fields are marked *