ଇଣ୍ଡିଆ ମେଣ୍ଟରେ ଫାଟ

ଇଣ୍ଡିଆ ମେଣ୍ଟରେ ଫାଟ

ଆଗକୁ ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଇଣ୍ଡିଆ ମେଣ୍ଟରେ ମତାନ୍ତର ଦେଖିବାକୁ ମିଳିଛି ଯାହା ଦିନକୁ ଦିନ ବଢିବାରେ ଲାଗିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ପ୍ରାଧାନ୍ୟ ଦେଉଥିବାବେଳେ ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେପରି ଏକ କାର୍ଯ୍ୟକ୍ରମରେ ଅଖିଳେଶ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେଉଁ ସମୟରେ ଦଳକୁ ଦାୟିତ୍ୱ ନେବାର ସେତେବେଳେ ସେମାନେ ତାହା କରିନଥିଲେ । କଂଗ୍ରେସ ଭୋଟ ହାତେଇବା ଲକ୍ଷ୍ୟରେ ଦଳିତ ଓ ପଛୁଆ ବର୍ଗଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ବୋଲି ଅଖିଳେଶ ଯାଦବ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *