ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ରାୟ ଦେଇଛନ୍ତି ଦଳ ପାଇଁ ଡୋନେସନ୍  ଅର୍ଥ କେଉଁଠୁ ଆସୁଛି ଏସବୁ  ଜାଣିବାର ଅଧିକାର ଦେଶର ନାଗରିକଙ୍କର ରହିଛି। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହା ଉପରେ ରୋକ୍ ଲଗାଇଲେ କୋର୍ଟ । କୋର୍ଟ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସୂଚନା ଅଧିକାର ନିୟମକୁ ଉଲଂଘନ କରୁଛି । ଏହା ସହ ବଣ୍ଡ୍ କିଣିବାବାଲାଙ୍କ ଲିଷ୍ଟକୁ ମଧ୍ୟ ସାର୍ବଚନୀନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି  ସର୍ବୋଚ୍ଚ ନ୍ୟାୟାଳୟ ।

author

Related Articles

Leave a Reply

Your email address will not be published. Required fields are marked *