ଇସ୍ରାଏଲ ଗସ୍ତରେ ଫ୍ରାନ୍ପ ରାଷ୍ଟ୍ରପତି

ଇସ୍ରାଏଲ ଗସ୍ତରେ ଫ୍ରାନ୍ପ ରାଷ୍ଟ୍ରପତି

ଚାଲିଛି ଇସ୍ରାଏଲ ହମାସ ଯୁଦ୍ଧ । ଏହାରି ଭିତରେ ଇସ୍ରାଏଲ ପହଞ୍ଚିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ତେଲ ଅବିବରେ ପହଂଚିବା ପରେ ମାକ୍ରନଙ୍କୁ ସ୍ୱାଗତ କରାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି । ଇସ୍ରାଏଲ ଗସ୍ତ ପୂର୍ବରୁ ମାକ୍ରୋନ ପ୍ରତିକ୍ରିୟା ଦେଇ କହିଥିଲେ,ଆତଙ୍କବାଦ ବିରୋଧୀ ଲଢେଇରେ ଇସ୍ରାଏଲ ସହ ଫ୍ରାନ୍ସ ରହିଛି । ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ କାପୁରୁଷ ଭାବେ ଯେପରି ନୀରିହ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିଛନ୍ତି ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଏବେ ସାରା ବିଶ୍ୱ ଏକତ୍ରିତ ହୋଇ ଆତଙ୍କବାଦ ବିରୋଧରେ ଲଢେଇ କରିବା ନିହାତି ଆବଶ୍ୟକ ।  

author

Related Articles

Leave a Reply

Your email address will not be published. Required fields are marked *