ଉତ୍ତରାଖଣ୍ଡରେ ତୁମୁଳକାଣ୍ଡ

ଉତ୍ତରାଖଣ୍ଡରେ ତୁମୁଳକାଣ୍ଡ

ବେଆଇନ ଜବଲଦଖଲ ଉଚ୍ଛେଦକୁ ନେଇ ତୁମୁଳକାଣ୍ଡ । ଉତ୍ତରାଖଣ୍ଡ ହଲଦୱାନୀରେ ଘଟିଛି ତୁମୁଳକାଣ୍ଡ । ହଲଦୱାନୀ ଜିଲ୍ଲା ବନଭୁଲପୁରାରେ ବେଆଇନ ଜବରଦଖଲ ଭଙ୍ଗାକୁ ନେଇ ହିଂସାକାଣ୍ଡ ହୋଇଛି । ଉଚ୍ଛେଦକୁ ବିରୋଧ କରି ପୁଲିସ ଉପରେ ଆକ୍ରମଣ କରିଥିଲେ ଉପଦ୍ରବକାରୀ । ପୁଲିସ ଉପରେ ଟେକା ପଥର ମାଡ଼ କରିବା ସହ ପୁଲିସ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅତିରିକ୍ତ ପୁଲିସ ବଳ ନିୟୋଜିତ କରାଯାଇଛି । ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହିଂସାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *