ଉଦଘାଟନ ହୋଇଯାଇଛି ରାଜ୍ୟର ପ୍ରଥମ ମିଶନ ଶକ୍ତି ମହିଳା ପ୍ରେକ୍ଷାଳୟ । ଯାଜପୁର ମିଶନ ଶକ୍ତି ମହାସଂଘ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ମହିଳା ସିନେମା ପ୍ରେକ୍ଷାଳୟ ଉଦଘାଟନ ହୋଇଛି । ଏଠାରେ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ପୁରା ପରିଚାଳନା ମହିଳାମାନଙ୍କ ଦ୍ୱାରା କରାଯିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ ସିନେ ଅଭିନେତା ଅରିନ୍ଦମ୍ ରାୟ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ମିଶନ ଶକ୍ତି ମହାସଂଘ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏଭଳି ପଦକ୍ଷେପ ମହିଳା ମାନଙ୍କୁ ଆହୁରି ସଶକ୍ତ କରାଇବ ।
You can share this post!
author
Related Articles
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !
- February 4, 2026
ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ ବାଧ୍ୟତାମୂଳକ …
- January 31, 2026
