ଉଦୟନିଧିଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍‌

ଉଦୟନିଧିଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍‌


ସନାତନ ଧର୍ମ ବିରୋଧି କହିଥିବା ବୟାନବାଜିକୁ ନେଇ ଉଦୟନିଧି ଷ୍ଟାଲିନ, ଏ.ରାଜା ଓ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସନାତମ ଧର୍ମ କୁ ଡେଙ୍ଗୁ ମ୍ୟାଲେରିଆ ସହ ତୁଳନା କରିଥବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ତଥା ରାଜ୍ୟର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ ଏବେ ସୁପ୍ରିମକୋର୍ଟକୁ ଜବାବ ଦେବାକୁ ପଡିବ । ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ , ମ୍ୟାଲେରିଆସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧି ନୁହେଁ ବରଂ ଏହାକୁ ମୂଳପୋଛ କରାଯିବ ଉଚିତ ବୋଲି କହିଥିଲେ ଉଦୟନାଥ । ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧି ବୋଲି କହି ଏବେ ବିବାଦ ଘେରରେ ଉଦୟନିଧି ।

author

Related Articles

Leave a Reply

Your email address will not be published. Required fields are marked *