ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଇଁ ପାରାଦୀପରେ ସେନାର ସମରାଭ୍ୟାସ

ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଇଁ ପାରାଦୀପରେ ସେନାର ସମରାଭ୍ୟାସ

୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀମାନେ ଜଳପଥ ଦେଇ ଭାରତକୁ ଆକ୍ରମଣ କରିଥିଲେ । ତେଣୁକରି ଜଳପଥରେ ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପାଇଁ ପାରାଦୀପଠାରେ ସେନାର ସମରାଭ୍ୟାସ କରାଯାଉଛି । ସମୁଦ୍ରରେ ଶତ୍ରୁକୁ କିପରି ଚିହ୍ନଟ କରିବା,ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ସମୁଦାୟକୁ କିପରି ସୁରକ୍ଷା ଦେବେ,ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଠିକ ରଖିବା, ଯୋଗାଯୋଗ ଠିକ ରଖିବା ହେଉଛି ସମରାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ । କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମେରାଇନ, ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ ମାନେ ମଧ୍ୟ ସମରାଭ୍ୟାସରେ ଯୋଗ ଦେଇଛନ୍ତି । ଜଳପଥ ସୀମା ଓ ଉପକୂଳ ରେ କଡା ପ୍ରହାର ଦିଆଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *