ଉପବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ

ଉପବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ

ଘୋଷଣା ହେଲା ଉପବାଚସ୍ପତିଙ୍କ ନାଁ । ବିଜେପି ନେତା ଭବାନୀଶଙ୍କର ଭୋଇ ହେଲେ ଉପବାଚସ୍ପତି । ବାଚସ୍ପତି ସୁରମା ପାଢୀ ଉପବାଚସ୍ପତିଙ୍କ ନାଁ ଘୋଷଣା କରିଛନ୍ତି । ଭବାନୀଶଙ୍କର ଦୁଇ ଦୁଇ ଥରର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ୨୦୧୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଭବାନୀ ଶଙ୍କରଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ଶାସକ ବିଜେପି ବାଛିଥିଲା।

author

Related Articles

Leave a Reply

Your email address will not be published. Required fields are marked *