ଏଥର କିଏ ହେବେ ବାଚସ୍ପତି…..

ସେପ୍ଟେମ୍ବର 21ରେ ହେବାକୁ ଯାଉଛି ବାଚସ୍ପତି ନିର୍ବାଚନ ଏନେଇ ଲିଷ୍ଟ ରେ ଅଛନ୍ତି ଅନେକ ଦାବିଦାର।

ଚର୍ଚ୍ଚା ହେଉଛି କି ଜଣେ ମହିଳା ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ବାଚସ୍ପତି

ଜାଣିଲେଣୀ ନେତା ଜନିଗଲେଣି ଜନତା ଏଥର ପୁଣି ନବୀନ ଦେବେ ମହିଳାଂକୁ ମଉକା।

ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସେପ୍ଟେମ୍ବର ୨୧ରେ ହେବାକୁ ଥିବା ବାଚସ୍ପତି ନିର୍ବାଚନର କଥା। ନିର୍ବାଚନ ଦୀନକ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ରେ ମୌସୁମୀ ଅଧିବେଶନର ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ହେଲେ ଏହାରି ଭିତରେ ଆଗୁଆ ନିର୍ବାଚନ ନେଇ 3ଦଳ ଭିତରେ ଚର୍ଚ୍ଚା ହେଉଥିବାବେଳେ ଏବେ ହଠାତ୍ ବାଚସ୍ପତି ନିର୍ବାଚନ ସଭିଙ୍କୁ ଅଡୁଆରେ ପାକେଇଦେଇଛି। ସବୁଠାରୁ ବଡ଼କଥା ହେଲା ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଖାଲି ପଡିଛି ଏହି ପଦ । ଆଉ ଏବେ ତାରିଖ ଘୋଷଣା ପରେ ଲିଷ୍ଟ୍ ରେ ଅଛନ୍ତି ଅନେକ ବରିଷ୍ଟ ସାଙ୍ଗକୁ କିଛି ଆଗଧାଡିର ମହିଳା। ଯାହାକୁ ନେଇ ରାଜନୀତିକ ବିଶେଷଜ୍ଞ ମାନେ ଆଲୋଚନା କରୁଛନ୍ତି କି ଏଥର ଫାଇନାଲ ରାଜ୍ୟର ବଚସ୍ପତି ହୋଇପାରନ୍ତି ଜଣେ ମହିଳା ତେବେ କିଏ ସେହି ମହିଳା ଏଯାଏଁ ସ୍ପଟ୍ ହୋଇନାହିଁ ସେପଟେ ଏକଥାକୁ ନେଇ ଚିନ୍ତାରେ ବରିଷ୍ଟ ଶେଷ ହୋଇଯିବ ଶାସନ କାଳ ମହିଳାଙ୍କ ପାଇଁ ଆଜି ଗଲା ମୋର ପଦ ମନେ ମନେ ଭାବିଲେଣି। ଅନ୍ୟପଟେ ମହିଳାଂକୁ ପ୍ରାଧାନ୍ୟ ଦେଉଥିବା ସାଢ଼େ 4କୋଟି ଓଡ଼ିଆଙ୍କ ମାଉଦମଣି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଂକୁ ଏଥର ବଚସ୍ପତି ପଦ ଦେଇପରାନ୍ତି ବୋଲି ସାଧାରଣରେ ଅନେକ ଆଲୋଚନା କରାଗଲାଣି। ତେବେ ଏଭଳି କ୍ଷେତ୍ରରେ ଦେଖି ବାକୁ ବାକୀରହିଲା କିଏ ହେଉଛନ୍ତି ଓଡ଼ିଶାର ବାଚସ୍ପତି ମହିଳା ନା ଲିଷ୍ଟାରେ ଥିବା ବରିଷ୍ଟ।

#bhubneswar#reo news #

author

Related Articles

Leave a Reply

Your email address will not be published. Required fields are marked *