ଏଥର ଦଶହରାରେ ଭିଜିବ ଓଡିଶା

ଏଥର ଦଶହରାରେ ଭିଜିବ ଓଡିଶା

ଆଜିଠାରୁ ଆରମ୍ଭ ହୋଇଗଲାଣି ମାଆଙ୍କ ଷଷ୍ଠୀ ପୂଜା । ଆସନ୍ତାକାଲି ମାଆଙ୍କ ସପ୍ତମୀ ପୂଜା ଏବଂ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ରହିଛି । 23 ବେଳକୁ ଏହା ଅବପାତର ରୂପ ନେବ । ଗତକାଲିର ଘୂର୍ଣ୍ଣିବଳୟଟି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳ ଭାଗରେ ସକ୍ରିୟ ରହିଛି। 21 ତାରିଖ ବେଳକୁ ବଙ୍ଗୋପସାଗରର ମଧ୍ୟ ଭାଗରେ ଏକ ଲଘୁଚାପ ସୃଛ୍ଟି ହେବାର ସମ୍ଭାବନା ରହିଛି କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବ ନାହିଁ । ୨୩ ତାରିଖ ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *