ଏଥିରେ କିଛି ଭାବମୂର୍ତିର କଥା ନାହିଁ

ଏଥିରେ କିଛି ଭାବମୂର୍ତିର କଥା ନାହିଁ

ପୋଲିସ ମୋ ଗୋଡ଼ ଉପରେ ଚଢ଼ିଗଲା ମୁଁ ଠେଲି ଦେଲି . ଏଥିରେ କିଛି ଭାବମୂର୍ତିର କଥା ନାହିଁ . ଶୁଣିଲେତ କଣ କହୁଛନ୍ତି ସମ୍ଭଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର .ଜଣେ ମହିଳା ପୋଲିସ ତାଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ସେ ତାଙ୍କୁ ଠେଲି ଦେଇଥିଲେ . କିନ୍ତୁ ତାଙ୍କ ମନରେ ଟିକେବି ସେଥିପାଇଁ ପଶ୍ଚ୍ୟାତାପ ନାହିଁ .ଯାହା ତାଙ୍କର କଥାରୁ ଜଣାପଡ଼ୁଛି .
ବାଇଟ:ଜୟନାରାୟଣ
ତେବେ ୨୦୨୩ ଫେବୃଆରୀ ୧୫ରେ ସମ୍ଭଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲା ବିଜେପି .ଏହି ସମୟରେ ପୋଲିସ ଆନ୍ଦୋଳନକାରୀ ମୁହିାଁମୁହିଁ ହୋଇଥିଲେ . ଏତିକି ବେଳେ ଜୟନାରାୟଣ ତତ୍କାଳୀନ ଧନୁପାଲୀ ଥାନା ଆଇଆଇସି ଅତିତା ପ୍ରଧାନଙ୍କୁ ଧକ୍କା ମାରିଥିଲେ .ପରେ ମହିଳା ପୋଲିସ ଜଣଙ୍କ ବିଧାୟକଙ୍କୁ ମଧ୍ୟ ଧକ୍କା ମରିଥିଲେ . ସେତେବେଳେ ବିରୋଧି ଦଳରେ ଥିଲେ ଜୟନାରାୟଣ .ସବୁଠାରୁ ବଡ଼ କଥା ହେଉଛି ସେତେବେଳେ ବିଜେପି ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିକ୍ଷୋଭ ପ୍ରଦର୍ଶନକରୁଥିବା ବେଳେ ଜୟନାରାୟଙ୍କ ଏପରି ଜଣେ ମହିଳା ପୋଲିସଙ୍କୁ ଠେଲିବା କୁ ନେଇ ବିବାଦ ଦେଖାଦେଇଥିଲା .

author

Related Articles

Leave a Reply

Your email address will not be published. Required fields are marked *