ଏହାକୁ ଲଗାନ୍ତୁ ଭାତୁଡି ଦ୍ୱର ହେବ

ଏହାକୁ ଲଗାନ୍ତୁ ଭାତୁଡି ଦ୍ୱର ହେବ

ଶରୀରରେ ବିଭିନ୍ନ ଅଂଶରେ ଭିନ୍ନ ଭିନ୍ନ ଚିହ୍ନ ଦେଖିବାକୁ ମିଳେ । ଅନେକଙ୍କ ଶରୀରରେ ଭାତୁଡି ଦେଖିବାକୁ ମିଳେ । ତେବେ ଏହି ଭାତୁଡି ପାଇଁ ବିଭିନ୍ନ ମେଡିସିନ ରହିଛି । କିନ୍ତୁ ପ୍ରାକୃତିକ ଓøଷଧ ବ୍ୟବହାର କଲେ ମଧ୍ୟ ଭାତୁଡିକୁ ଦ୍ୱର କରିବା ପାଇଁ ସଜନା ଛାଲିର ରସ ଓ ଲୁଣକୁ ଭାତୁଡିରେ ଲଗାଇଲେ ୧ ମାସ ମଧ୍ୟରେ ଭାତୁଡି ଦ୍ୱର ହୋଇଯିବ ।

author

Related Articles

Leave a Reply

Your email address will not be published. Required fields are marked *