ଏହି ସମୟରେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ କମିଟି ଅଧ୍ୟକ୍ଷ

ଏହି ସମୟରେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ କମିଟି ଅଧ୍ୟକ୍ଷ

ଆଜି ଘଟିବ ଅପେକ୍ଷାର ଅନ୍ତ । ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଆଉ ଏଥିପାଇଁ ଶୁଭ ବେଳା ମଧ୍ୟ ସ୍ଥିର ହୋଇସାରିଛି । ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ରତ୍ନଭଣ୍ଡାର ଭିତରକୁ ଯିବେ । ଏଥିସହ ଉଚ୍ଚସ୍ତରୀୟ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ୱନାଥ କର, ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବେ ।

author

Related Articles

Leave a Reply

Your email address will not be published. Required fields are marked *