ଏହେଉଛି ମୋହନ ମାଝୀଙ୍କ ପୁତୁରା !

ଏହେଉଛି ମୋହନ ମାଝୀଙ୍କ ପୁତୁରା !

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୁସି କରିବାକୁ ଚାହଁଥିଲା ପୋଲିସ . ସେଥିପାଇଁ ଅଙ୍କିତାଙ୍କ ଏଫଆଇଆର କୁଆଡେ ଲେଖୁନଥିଲା ପୋଲିସ . ଥମିବାର ନାଁ ଧରୁନି ଭରତପୁର ଥାନା ମାମଲା . ଦିନ ଯେତିକି ଗଡ଼ୁଛି ମାମଲା ଆହୁରି ଜଟିଲ ହୋଇଯାଉଛି ,କିନ୍ତୁ ଏବେ ଘଟଣାରେ ଏମିତି ଏକ ଅଧ୍ୟାୟ ସାମ୍ନାକୁ ଆସିଛି ଯାହା ସମସ୍ତ ଙ୍କୁ ଚିନ୍ତାରେ ପକାଇଛି . ତେବେ ଥାନାରେ ଭିତରେ ମହିଳାଙ୍କୁ ଅସଦାଚରଣ ପରେ ଏହାକୁ ନେଇ ଉଠୁଛି ପଡ଼ୁଛି ରାଜଧାନୀ . ଆଉ ଘଟଣାକୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି . ଆଉ ପଦ୍ମ ପାଖୁଡ଼ା ପରି ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି .

ଏବେ ଏହି ଘଟଣାକୁ ନେଇ ଏମିତି କିଛି କଥା ସାମ୍ନାକୁ ଆସିଛି ଯାହା ଚିନ୍ତାରେ ପକାଇ ଦେଇପାରେ . ଏହା କେତେ ସତ କେତେ ମିଛ ତାହାତ ଆମକୁ ଜଣାନାହିଁ . ତେବେ ନିକଟରେ ଅଙ୍କିତାଙ୍କ ସହ ରାସ୍ତାରେ କିଛି ରୋଡ ରୋମିଓଙ୍କ ସହ ପାଟି ତୁଣ୍ଡ ହୋଇଥିବା ଭିଡିଓ ଆସିଲା . ତେବେ କୁହାଯାଉଛି କି ସେ ରୋଡ ରୋମିଓଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୁତୁରାବି ସାମିଲ ଅଛନ୍ତି . ଯିଏ କି ସେଠାରେ ଅଙ୍କିତାଙ୍କୁ ମୋହନ ମାଝୀ ,ଆଉ ମୋଦିଙ୍କ କଥା କହୁଛନ୍ତି . ଥରେ ନଜର ପାକାନ୍ତୁ ଏହି ଭିଓିଓ ଉପରେ ଶୁଣନ୍ତୁ ଏମାନେ କଣ କହୁଛନ୍ତି .
ଆମ୍ବିଆନ୍ସ

ତେବେ କୁହାଯାଉଛି କେବଳ ଏଇ ପିଲା ହେଉଛି ମୋହନ ମାଝୀଙ୍କ ନିଜ ଭଣାଜା . ଯିଏ ଥିଲା ସେ ଦିନ ରୋଡ ରୋମିଓ ମାନଙ୍କ ମଧ୍ୟରୁ ଜଣେ . ଯାହା ପୋଲିସ ଜାଣିବା ପରେ ଅଙ୍କିତାଙ୍କ ଏଫଆଇଆର ରଖି ନଥିଲା ବରଂ ଓଳଟି ତାଙ୍କୁ ବାନ୍ଧିଥିଲା

author

Related Articles

Leave a Reply

Your email address will not be published. Required fields are marked *