ଓଡ଼ିଶାରେ ମଦ ବ୍ୟାନ !

ଓଡ଼ିଶାରେ ମଦ ବ୍ୟାନ !

ଓଡ଼ିଶାରେ ମଦ ହେବ ବ୍ୟାନ ମଦୁଆ ମାନେ ସାବଧାନ ଓଡ଼ିଶାରେ ମଦ ବ୍ୟାନ କରିବାକୁ କହି ଦେଇଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୁରାପୁରି ଭାବରେ ଏ ଓଡିଶା ନିଶା ମୁକ୍ତ ହେବ ସାମାଜିକ ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ପାନ ଯେ, ଏକ ଅଭିଶାପ ଭଉଣୀ କହିଛନ୍ତି ମାନେ ଭାଇ ନବୀନ ପଟ୍ଟନାୟକ ପାଳନ କରିବା ନିଶ୍ଚିତ | ଦର୍ଶକବନ୍ଧୁ ଏବେଠାରୁ ମଦ ପିଉଥିବା ଲୋକ ମାନେ ସାବଧାନ ହୋଇଯାଅନ୍ତୁ | ଏବେ ମଦୁଆ ମାନଙ୍କ ପାଇଁ ଖରାପ ସମୟ ଆସିବାକୁ ଯାଉଛି ମଦକୁ ଅତିଶୀଘ୍ର ବ୍ୟାନ କରାଯିବ ଅତିଶୀଘ୍ର ବଜାରରୁ ମଦ ଉଭେଇଯିବ ଭାଗ୍ୟ ଭଲ ଅଛିତ ଏବେଠାରୁ ମଦ ଛାଡିଦିଅ | ନଚେତ ମଦ ବ୍ୟାନ ହେଲା ପରେ ଜୀବନ ଦୃବୀସହ ହୋଇପଡିବ | ଏଥର ମଦୁଆ ମାନଙ୍କୁ ଆଉ ନିସ୍ତାର ନାହିଁ ମଦ ପିଇଲେ ଆଉ ତ୍ରାହି ନାହିଁ | ନାହିଁ ନାହିଁ ମଦ ପିଇବି ନାହିଁଲୋ ନାଲିପାଣି ପରି ଦିଶେ ସେଇ ନାଲି ପାଣି ପେଟରେ ପଡିଲେ ଚଉଦଭୁବନ ଦିଶେ ମଦୁଆ ମାନଙ୍କୁ ଏହି ମଦ ପୁରାଣ ଜପ କରିବାପାଇଁ ପଡିବ | ଆଉ ରାତିରେ ଶୋଇଲା ବେଳେ ଏହି ପୁରାଣକୁ ପଦେ ପଦେ ଜପି ଶୋଇବା ପାଇଁ ହେବ ନଚେତ ନିଜେ ତ ମରିବ ନାହିଁତ ମଦ ତମକୁ ମାରିଦେବ ମଣିଷ ଆଉ ମଦ ପିଇବେନି ଓଲଟି ମଦ ଏବେ ମଣିଷକୁ ପିଇବ କାରଣ ଅତି ଶୀଘ୍ର ଓଡ଼ିଶାରେ ମଦ ବ୍ୟାନ ହେବ ଆଉ ମଦ ନିଶା ନ ଛାଡିଲେ ମଦକୁ ଝୁରି ଝୁରି ମଣିଷ ମରିବ |

author

Related Articles

Leave a Reply

Your email address will not be published. Required fields are marked *