ଓଡ଼ିଶାର ଏକ ରହସ୍ୟମୟ ମନ୍ଦିର

ଓଡ଼ିଶାର ଏକ ରହସ୍ୟମୟ ମନ୍ଦିର

ଭାରତ ରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହା ଆଜି ବି ରହସ୍ୟ ହୋଇ ରହିଛି I ଆସନ୍ତୁ ଜାଣିବା ଏମିତି ଗୋଟିଏ ଚମତ୍କାର ଜାଗା ବିଷୟରେ I ଓଡିଶା ରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ମାଛ କଣ୍ଟା ପୂଜା ପାଉଛି I ଏହି ମନ୍ଦିରଟି ପୁରୀ ଜିଲ୍ଲା ର କୋଣାର୍କ ରେ ରହିଛି ମାଆ ରାମଚଣ୍ଡୀ ଙ୍କ ପୀଠ I ଏହି ମନ୍ଦିର ର ଏକ ପାର୍ଶ୍ୱରେ ବିଶାଳ ତିମି ମାଛ ର ମେରୁଦଣ୍ଡ ରହିଛି ଯାହା ୧୯୯୪ ମସିହା ରେ ବଙ୍ଗୋପସାଗର ରୁ ମୃତାବସ୍ଥା ରେ ଉଦ୍ଧାର କରାଯାଇଥିଲା I ଏବଂ ଏହାର ଓଜନ ୫୦ କ୍ୱିଣ୍ଟାଲ ରୁ ଅଧିକ ଥିଲା I କେବଳ ପୂଜା ନୁହେଁ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଙ୍କ ଦେଖାଇବା ପାଇଁ ଏହାକୁ ରଖାଯାଇଛି I

author

Related Articles

Leave a Reply

Your email address will not be published. Required fields are marked *