ଓଡିଶା ଆସିବେନି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ

ଓଡିଶା ଆସିବେନି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ଓଡିଶା ଗସ୍ତ ବାତିଲ । ଓଡିଶାର ପୁରୀ ଜିଲ୍ଲାରେ ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ କାମର ଶିଳାନ୍ୟାସ କରିଥାନ୍ତେ । କିନ୍ତୁ କୌଣସି ବ୍ୟକ୍ତିଗତ କାରଣ ପାଇଁ ତାଙ୍କ ପୁରୀ ଗସ୍ତକୁ ବାତିଲ କରାଯାଇଛି । ନୀତିନ ଗଡ଼କରୀଙ୍କ ସ୍ଥାନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରେ ଉପସ୍ଥିତ ରହିବେ । ସେହିପରି ଭର୍ଚୁଆଲରେ ଯୋଡି ହୋଇ ୬ ହଜାର ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ମୋଟ୍ ୨୮ଟି ଏନ୍ଏଚ୍ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *