ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ

ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ

ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ବୁଧବାର ସେ ମୟୂରଭଞ୍ଜ ଗସ୍ତରେ ଆସିବେ । ଅପରାହ୍ନ 4ଟା 45ରେ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୟୂରଭଞ୍ଜରେ ପହଞ୍ଚିବେ । ସେଠାରେ ପହଞ୍ଚିବା ପରେ ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ପ୍ରଥମେ ମହୁଲଡିହା ସ୍ଥିତ ହୋଲିଡେ ହୋମର ଶିଳାନ୍ୟାସ କରିବେ । ସେଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ରାଇରଙ୍ଗପୁର ସହରରେ ଏନଏଚ୍ ୨୨୦ର ଦୁଇ ଲେନ୍ ବିଶିଷ୍ଟ ବାଇପାସର ଶିଳାନ୍ୟାସ କରିବେ ।

author

Related Articles

Leave a Reply

Your email address will not be published. Required fields are marked *