କଂଗ୍ରେସରେ ସାମାଜିକ ସଂଗଠନ ନେତା…..

କଂଗ୍ରେସରେ ସାମାଜିକ ସଂଗଠନ ନେତା…..

କଂଗ୍ରେସ ଭବନଠାରେ ବୁଧବାର ପିସିସି ସଭାପତି ସାର୍ଟ ପଟନାୟକଙ୍କ ଉପସ୍ଥିରେ ମନବଥିକାର ମଞ୍ଚ ଯାଜପୁରର ନେତା ମାଗୁଣି ଜେନା, ବିରଂଚି ମହାନ୍ତି,ଜିତଞ୍ଜଳି ମହାନ୍ତିଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି |ଏହି ମିଶ୍ରଣ ପର୍ବରେ ପୂର୍ବତନ ପିସିସି ପ୍ରଚାର କମିଟି ଅଧକ୍ଷ ,ପିସିସି ଜନମଧ୍ୟମରେ ବିଭାଗର ଅଧ୍ୟକ ବିଶ୍ୱରଂଜନ ମହାନ୍ତି |ଶରତ ରାଉତ ପ୍ରମୁଖ ଉପସ୍ଥିରେ ରହି ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *