କଂଗ୍ରେସର ‘ଘରେ ଘରେ ହାତ’

କଂଗ୍ରେସର ‘ଘରେ ଘରେ ହାତ’

କଂଗ୍ରେସର ନୂଆ ଯୋଜନା କାଲିଠୁ ଗରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ୬୦୯୨ ପଂଚାୟତ ଓ ୧୧୨ ଏନଏସି ଓ ମ୍ୟୁନିସିପାଲ୍ଟିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସବୁ ଏରିଆରେ ପଦଯାତ୍ରା ଓ ସାଧାରଣ ସଭା କରି ଲିଫଲେଟ୍ ବାଣ୍ଟିବ କଂଗ୍ରେସ । କାଲିଠୁ ଆରମ୍ଭ କରି ଅକ୍ଟୋବର ୧୫ ଯାଏଁ ଚାଲିବ ଘରେ ଘରେ ହାତ କାର୍ଯ୍ୟକ୍ରମ । ରାଜ୍ୟ ତଥା କେନ୍ଦ୍ର ପ୍ରତିଶ୍ରୁତ ପାଳନ କରୁନଥିବା ଦର୍ଶାଇ ଲୋକଙ୍କ ପାଖକୁ ଯିବେ । ଘରେ ଘରେ ହାତ କଂଗ୍ରେସର ପ୍ରଚାର ପ୍ରସାର କରିବେ । ୨୪ ଇଲେକ୍ସନ ପାଇଁ ଏହା କଂଗ୍ରେସର ଏକ ପ୍ରମୁଖ କାର୍ଯ୍ୟକ୍ରମ ରହିବ ।

author

Related Articles

Leave a Reply

Your email address will not be published. Required fields are marked *