କଂଗ୍ରେସ ଛାଡିଲେ ଆଉ ଜଣେ ନେତା

କଂଗ୍ରେସ ଛାଡିଲେ ଆଉ ଜଣେ ନେତା

କଂଗ୍ରେସ ଛାଡିଲେ ଆଉ ଜଣେ ନେତା । ପ୍ରଥମେ ଟିକେଟ ଦେଇ ପରେ ଫେରାଇ ନେବାରୁ ଅସନ୍ତୋଷ ପ୍ରକାଶ କରି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ । ସମ୍ବଲପୁର ଲୋକସଭା ପାଇଁ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ହେଲେ ଗତକାଲି କଂଗ୍ରେସ ଜାରି କରିଥିବା ଟିକେଟ୍ ତାଲିକାରେ ଦୁଲାଲଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ଝାଡିବା ସହ ଦଳରୁ ଇସ୍ତଫା ଦେଇଛନ୍ତି ଦୁଲାଲ ।

author

Related Articles

Leave a Reply

Your email address will not be published. Required fields are marked *