କଂଗ୍ରେସ ଛାଡିଲେ ପିସିସି ଉପସଭାପତି

କଂଗ୍ରେସ ଛାଡିଲେ ପିସିସି ଉପସଭାପତି

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା
କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି

ବିଶ୍ୱ ଭୂଷଣ କେଉଁ କାରଣ ପାଇଁ ଦଳ ଛାଡ଼ିଲେ ସେ ନେଇ ବର୍ତମାନ କିଛି ସ୍ପଷ୍ଟ ହୋଇନାହିଁ
୨୦୦୯ ଓ ୨୦୧୯ରେ କାକଟପୁରରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲା
ତେବେ କଂଗ୍ରେସ ଛାଡିବା ପରେ ସେ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ବଢୁଛି

author

Related Articles

Leave a Reply

Your email address will not be published. Required fields are marked *