କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ଶିବରାଜ ସିଂ ଚୌହାନ

କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ଶିବରାଜ ସିଂ ଚୌହାନ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଆଜି ଦ୍ୱିତୀୟ ଦିନରେ ଶିବରାଜ ସିଂ ଚୌହାନ ଜଗତସିଂହପୁର ଜିଲ୍ଲା ଗସ୍ତ କରି ମା’ ସାରଳାଙ୍କ ଆଶୀର୍ବାଦ ନେଇଛନ୍ତି । ତାହା ସହିତ କଟକ ଆସି ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ମାଆଙ୍କ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ତାଙ୍କୁ ମନ୍ଦିର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କଟକ ଗସ୍ତ ଅବସରରେ ସେ ଦଳୀୟ କର୍ମୀଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *