କଟକ ଠାରେ ଜନଶତାବ୍ଦୀ ଟ୍ରେନରେ ନିଆଁ

 କଟକ ଠାରେ ଜନଶତାବ୍ଦୀ ଟ୍ରେନରେ ନିଆଁ

ପୁଣି ଟ୍ରେନରେ ନିଆଁ । ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ ପ୍ରବଳ ଧୂଆଁ ବାହାରିଥିଲା । କଟକ ଷ୍ଟେସନ ଠାରେ ଟ୍ରେନ ଛିଡା ହୋଇଥିବା ବେଳେ ଟ୍ରେନର ବଗି ତଳୁ ଧୂଆଁ ବାହାରିଥିଲା । ଧୂଆଁ ବାହାରିବାର ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଅଗ୍ନିଶମ ବାହିନୀର ସାହାଯ୍ୟ ଯୋଗେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ବ୍ରେକ୍ ବାଇଡିଂ ଯୋଗୁଁ ବଗି ତଳୁ ଧୂଆଁ ବାହାରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *