କଟକ ବାରବାଟୀରୁ ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ !

କଟକ ବାରବାଟୀରୁ ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ !

କଟକ ବାରବାଟୀ ଆସନରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଂଗ୍ରେସ ଶିବିରରେ ଚାଲିଛି ମାନସମନ୍ଥନ । ପୂର୍ବରୁ କଂଗ୍ରେସ ନେତା ତଥା ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏବେ ସେ ପ୍ରାର୍ଥୀ ହେବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ତାଙ୍କ ବଦଳରେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଚାଲିଛି । ମହମ୍ମଦ ମୋକିମଙ୍କ ଘରେ ତାଙ୍କ ସମର୍ଥକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *