କନ୍ଧମାଳ ବାଲିଗୁଡା ପୁଲିସକୁ ବଡ଼ ସଫଳତା

କନ୍ଧମାଳ ବାଲିଗୁଡା ପୁଲିସକୁ ବଡ଼ ସଫଳତା

କନ୍ଧମାଳ ବାଲିଗୁଡା ପୁଲିସକୁ ବଡ଼ ସଫଳତା । ପାଟ୍ରୋଲିଂ ସମୟରେ ମୁସୁକୁଲି ଜଙ୍ଗଲରୁ ୧୫ ଶହ ୦୪ କେଜି ଗଞ୍ଜେଇ ସହ ଦୁଇଟି ଦେଶି ବନ୍ଧୁକକୁ ଜବତ କରିଛି ପୁଲିସ । କିନ୍ତୁ ୪ ଜଣ ଗଞ୍ଜେଇ ବ୍ୟବସାୟୀ ଫେରାର ହୋଇଯିବାର ସକ୍ଷମ ହୋଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ବାଲିଗୁଡାଏସଡିପିଓ ରାହୁଲ ଗୋଏଲ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

author

Related Articles

Leave a Reply

Your email address will not be published. Required fields are marked *