କଲରେ ସମସ୍ୟା ବୁଝୁଛନ୍ତି ନବୀନ ବାବୁ

କଲରେ ସମସ୍ୟା ବୁଝୁଛନ୍ତି ନବୀନ ବାବୁ

ନିର୍ବାଚନ ଯେତିକି ପାଖଉଛି ସେତିକି ତପ୍ତର ହେଉଛନ୍ତି ତିନି ରାଜନୈତିକ ଦଳ । ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ । ମୁଖ୍ୟମନ୍ତ୍ରୀ ଫୋନ କରି ଲୋକମାନଙ୍କ ସହ କଥା ହେଉଥିବାର ଭିଡିଓରେ ଦେଖିବାକୁ ମିଳିଛି । ନିଜ ଅଞ୍ଚଳରେ କେଉଁ କାମ କେତେ ବାଟ ଗଲାଣି ତାହା ପଚାରି ବୁଝୁଛନ୍ତି ନବୀନ ବାବୁ । ଭିଡିଓଟିକୁ ବିଜେଡିର ନେତାମାନେ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *