ଡିପ୍ଲୋମା ୬ ସେମିଷ୍ଟର ପରୀକ୍ଷାରେ ଫରମ୍ ଫିଲପ୍ ନ କରୁଥିବା ବାହାନା ଦେଇ ଟଙ୍କା ପାଇଁ କଲେଜ କର୍ତ୍ତୃପକ୍ଷ କିଛି ବିଦ୍ୟାର୍ଥୀଙ୍କୁ ପରୀକ୍ଷା ଦେବାରୁ ବାଦ ଦେଇଥିବା ଏକ ଘରୋଇ ଓମ୍ ସାଇ କଲେଜ ଵିରୁଦ୍ଧରେ ସଂଘାତିକ ଅଭିଯୋଗ ଆସିଛି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ସମାନ୍ୟ କିଛି ଟଙ୍କା ପାଇଁ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ନେଇ କିଭଳି ଖେଳ ଖେଲୁଛନ୍ତି ସଂପୃକ୍ତ କଲେଜ । ଯଦି ସେମାନଙ୍କର କିଛି ଭବିଷ୍ୟତରେ ଅସୁବିଧା ହୁଏ ତାହେଲେ ଏ ବାବଦକୁ କିଏ ଦାୟୀ ରହିବେ ବୋଲି ପିଲାଙ୍କ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏଵଂ ଏହି ବିଷୟକୁ ନେଇ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ କର୍ଯ୍ୟାନୁଷ୍ଟାନ ପାଇଁ ନିବେଦନ କରିଛନ୍ତି।
You can share this post!
author
Related Articles
ତହସିଲ ଅଫିସ ଘେରିଲେ ଚାଷୀ
- January 16, 2026
ଡିଜେ ଗାଡି ଫାଇଟ ଦେଖିଲେ ଥରି ଉଠିବ ଛାତି
- September 8, 2025
