କଳାସୂତା ପିନ୍ଧିଲେ ଶନିଦୋଷ ଦ୍ୱର ହୁଏ

କଳାସୂତା ପିନ୍ଧିଲେ ଶନିଦୋଷ ଦ୍ୱର ହୁଏ

ପରିବାରର ଅନେକ ଛୋଟପିଲା ତଥା ଯୁବବର୍ଗ ପାଦରେ କଳସୂତା ପିନ୍ଧିଥାନ୍ତି । ତେବେ ଏହି କଳାସୂତା ପିନ୍ଧିବାର କଣ ଫାଇଦା ରହିଛି ଆସନ୍ତୁ ଜାଣିବା ।
. ଗୋଡରେ କଳାସୂତା ପିନ୍ଧିଲେ ଅନେକ ପରିବର୍ତ୍ତନ ହୋଇଥାଏ ।
. ଛୋଟପିଲାଙ୍କ ଗୋଡରେ କଳାସୂତା ପିନ୍ଧାଯାଏ ଯାହାଦ୍ୱାରା ନଜର ଲାଗିନଥାଏ ।
. କଳାସୂତା ପିନ୍ଧିଲେ ଶନିଦୋଷ ଦ୍ୱର ହୋଇଯିବ ବୋଲି କହନ୍ତି ।
. କଳାସୂତା ପିନ୍ଧିବା ଦ୍ୱାରା ନକରାତ୍ମକ ଶକ୍ତି ଦ୍ୱର ହୋଇଥାଏ ।
କଳାସୂତାରେ ସର୍ବଦା ଗଣ୍ଡି ପକାଇ ପିନ୍ଧାଯାଏ ।
ଏହାକୁ ପିନ୍ଧିବାର ସବୁଠୁ ଭଲଦିନ ହେଉଛି ଶନିବାର ।

author

Related Articles

Leave a Reply

Your email address will not be published. Required fields are marked *