କାଲିଫର୍ଣ୍ଣିନିଆରେ ନିଆରା ଦୁର୍ଗାପୂଜା

କାଲିଫର୍ଣ୍ଣିନିଆରେ ନିଆରା ଦୁର୍ଗାପୂଜା

ସାରା ରାଜ୍ୟରେ ଧୁମଧାମରେ ପାଳନ ହେଉଛି ଦୁର୍ଗାପୂଜା । ଏହା ଭିତରେ ବିଦେଶରେ ମଧ୍ୟ  ଦୂର୍ଗାପୂଜା ଦେଖିବାକୁ ମିଳିଛି । ଆମେରିକାର କାଲିଫର୍ଣ୍ଣିଆ ଠାରେ ଦୂର୍ଗାପୂଜା ପାଳନ କରଛନ୍ତି ସେଠାରେ ଥିବା ଓଡ଼ିଆ । କାର୍ଯ୍ୟକ୍ରମରେ ପାଖାପାଖି ଦେଢ଼ ଶହରୁ ଅଧିକ ଓଡ଼ିଆ ସାମିଲ ହୋଇଥିଲେ । ଓଡିଆ ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ କଳା, ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥିଲା ଏବଂ ମନୋରଞ୍ଜନ ପାଇଁ  ଓଡ଼ିଆ ଗୀତ, ନାଚ, ଅନ୍ତାକ୍ଷରୀ, ଓଡ଼ିଆ କୁଇଜ୍ ପ୍ରତିଯାଗୀତା କରିଥିଲେ । ଓଡ଼ିଆ ଖାଦ୍ୟ ସାଙ୍ଗକୁ ନାଚ ଓ ଗୀତରେ ଝୁମିଥିଲେ ଓଡିଶାବାସୀ ।

author

Related Articles

Leave a Reply

Your email address will not be published. Required fields are marked *