ଆସନ୍ତା ୭ତାରିଖରେ ହେବ ଛତିଶଗଡ ମତଦାନ

ଆସନ୍ତା ୭ତାରିଖରେ ହେବ ଛତିଶଗଡ ମତଦାନ


ଆସନ୍ତା କାଲି ୭ତାରିଖରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଆଜି ପ୍ରଚାରର ଶେଷ ଦିନ । ଛତିଶଗଡ ଭଳି ମାଓପ୍ରବଣ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥାରେ ମତଦାନ ହେବାକୁ ଧାର୍ଯ୍ୟ କରାଯାଇଛି । ମାଓବାଦୀ ଅଚବଳ ଥିବା ହେତୁ ମତଦାନ କେନ୍ଦ୍ରକୁ ଯିବାକୁ ଥିବା ପୁଲିଂ ଅଫିସର ମାନଙ୍କ ପାଇଁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ଛତିଶଗଡର ସୁକୁମା, ବିଜାପୁର, ଦାନ୍ତେୱାଡା ଆଦିରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଛତିଶଗଡ ମାଓପ୍ରବଣ ଅଚଂଳ ହୋଇଥିବାରୁ ମତଦାନ ପାଇଁ ଧମକ ଦିଆଯାଇଥିଲା । ତେବେ ଏହି ଭିତରେ ମତଦାନ ହେବ ପାଈ କଡା ସୁରକ୍ଷା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *