କାଲି 9ଟି ରାଜ୍ୟରେ ଗଡିବ ବନ୍ଦେ ଭାରତ

କାଲି 9ଟି ରାଜ୍ୟରେ ଗଡିବ ବନ୍ଦେ ଭାରତ

ଗୁଜୁରାଟକୁ ମିଳିବ ଆଉ ଏକ ବନ୍ଦେ ଭାରତ ଟ୍ରେନ । ଏହି ଟ୍ରେନ୍ ଅହମଦ୍ଦାବାଦରୁ ଜାମନଗର ଯାଏଁ ଗଡିବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଗୁଜୁରାଟ,କେରଳ,ଓଡିଶାକୁ ଆସନ୍ତାକାଲି ଆଉ ଗୋଟିଏ ଗୋଟିଏ ବନ୍ଦେ ଭାରତ ଟ୍ରେନ ମିଳିବ । ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି ।କାଲି 9ଟି ଟ୍ରେନ ରାଜସ୍ଥାନ,ବିହାର,ଓଡିଶା,ଗୁଜୁରାଟ,ଚେନ୍ନାଇ ସମେତ ଅନ୍ୟ କେତେକ ରାଜ୍ୟରେ ଲଞ୍ଚ ହେବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *