କାହାକୁ ମିଳିବ କେଉଁ ମନ୍ତ୍ରୀ ପଦ ?

କାହାକୁ ମିଳିବ କେଉଁ ମନ୍ତ୍ରୀ ପଦ ?

ଓଡିଶାରେ ଆରମ୍ଭ ହୋଇଛି ବିଜେପି ଶାସନ । ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ଆକ୍ସନ ମୋଡକୁ ଆସିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ଦେଇଥିବା ପ୍ରତିଶୃତିକୁ ପାଳନ କରି ସରକାରକୁ ଆସିବାର ପ୍ରଥମ ଦିନରେ ହିଁ ପ୍ରଥମ କ୍ୟାବିନେଟରେ ୪ଟି ଗୁରୁତ୍ୱପୂଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଜେପି ଦେଇଥିବା ପ୍ରତିଶୃତି ଅନୁଯାୟୀ, ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି । ଆଉ ଏବେ ନୂଆ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରିବାର ସମୟ ଆସିଛି । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ କାହାକୁ କେଉଁ ବିଭାଗ ମିଳିବ ସେନେଇ ସବୁଠି ଚର୍ଚ୍ଚା ଲାଗିରହିଛି । ଆଉ ଆଜି ପୋର୍ଟଫୋଲିଓ ଆସିପାରେ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *