କାହାର ହେବ ମାହାଙ୍ଗା ଆସନ ?

କାହାର ହେବ ମାହାଙ୍ଗା ଆସନ ?

ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ଓଡିଶା ରାଜନୀତି । ମାହାଙ୍ଗା ବିଧାନସଭା ଆସନକୁ ଜୋର ଚର୍ଚ୍ଚା । କାହାର ହେବ ମାହାଙ୍ଗା ଆସନ । ବିଜେଡି ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି । ଅଙ୍କିତଙ୍କୁ ଟକ୍କର ଦେବେ ବିଜେପି ନେତା ସୁମନ୍ତ କୁମାର ଘଡେଇ । ଏଥର ମାହାଙ୍ଗାରେ ଦୁଇ ଦଳ ନୂଆ ମୁହଁ ଦେଇଛନ୍ତି । ଦୁହିଁଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ । ମାହାଙ୍ଗା ହେଉଛି ପ୍ରତାପ ଜେନାଙ୍କ ଗଡ । ତାଙ୍କ ପୁଅ ତାଙ୍କ ଗଡ ରଖିପାରିବେ କି ନାହିଁ କି ମାହାଙ୍ଗା ଚାଲିଯିବ ବିଜେପି ହାତକୁ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *