କାହିଁକି ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ?

କାହିଁକି ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ?

ବଢୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଇଡିର ଚତୁର୍ଥ ସମନରେ ବି ଇଡି କାର୍ଯ୍ୟାଳୟରେ ହାଜର ହେଲେ ନାହିଁ । ସେ ନିଜ ଜବାବରେ ଲେଖିଛନ୍ତି ଯେ ଇଡିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୋତେ ଗିରଫ କରିବା ।  ସେହିପରି ଆପ୍ ମଧ୍ୟ କହିଛି ଯେ, ଇଡି ଜାଣିଶୁଣି କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର କରିବାରୁ ରୋକିବାକୁ ଚେଷ୍ଟା କରୁଛି । ତା ବ୍ୟତୀତ ଖୋଦ୍ ଇଡି ନିଜ ଚାର୍ଜସିଟରେ କେଜ୍ରିୱାଲଙ୍କ ବିରୋଧରେ କୌଣସି ମାମଲା ନାହିଁ ବୋଲି ଉଲ୍ଲେଖ କରିଥିବାବେଳେ ବାରମ୍ବାର ତାଙ୍କୁ କାହିଁକି ସମନ କରରାଯାଉଛି ବୋଲି ପ୍ରଶ୍ନ କରିଛି । ଯେଉଁଠାରେ ଭଷ୍ଟ୍ର ନେତା ମାନେ ଅଛନ୍ତି ସେମାନଙ୍କ ବିରୋଧରେ ମାମଲା ହେଉନାହିଁ । କିନ୍ତୁ ଆପରେ କେହି ଭ୍ରଷ୍ଟ ନେତା ନଥିବା ସତ୍ତ୍ୱେ ତଦନ୍ତ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *