କାହିଁକି ଚୁପ ବସିଛନ୍ତି ରାଜ୍ୟ ମୁଖିଆ ?

କାହିଁକି ଚୁପ ବସିଛନ୍ତି ରାଜ୍ୟ ମୁଖିଆ ?

24 ନିର୍ବାଚନ ପୂର୍ବରୁ ଖୋଲୁଛି ନେତାମନ୍ତ୍ରୀ ମାନଙ୍କ ଗମୁର । ପୁଳା ପୁଳା ଟଙ୍କା ରଖି ହଟହଟା ହେଉଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁ ।  ତେବେ ଏହାକୁ ନେଇ ହଇଚଇ ଓଡିଶା ରାଜନୀତି । କଣ ପାଇଁ ଚୁପ ବସିଛନ୍ତି ଓଡିଶା ମୁଖିଆ ? କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ କରିଥିବା ବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୁହଁ କାହିଁ ଖୋଲୁ ନାହାନ୍ତି ? ଝାଡଖଣ୍ଡର ଟଙ୍କା ଆସି ଓଡିଶାରେ ଏକଥା କିପରି ଗୋଚର ହୋଇନି ରାଜ୍ୟ ମୁଖିଆଙ୍କୁ ? ଏହା ଓଡିଶା ପାଇଁ ଏକ ଲଜ୍ଜ୍ୟାର ବିଷୟ । ଏଥିରେ ତାଙ୍କର ଆଉ ସଂପୃକ୍ତି ନାହିଁ ତ ?  ଏଭଳି ଅନେକ ପ୍ରଶ୍ନର ବାଣ ଫିଙ୍ଗିଛି ବିରୋଧି । ତେଣୁ ଖୁବଶୀଘ୍ର ରାଜ୍ୟ ମୁଖିଆ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପାଇଁ ବିଜେପି ଦାବି କରିଛି ।

author

Related Articles

Leave a Reply

Your email address will not be published. Required fields are marked *