କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତି ବ୍ୟକ୍ତିଗତ ସଚିବ ?

କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତି ବ୍ୟକ୍ତିଗତ ସଚିବ ?

ଅନେକ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଆସୁଥିଲେ ଭିକେ ପାଣ୍ଡିଆନ । ଏହା ସହ ସରକାରୀ ବୈଠକ ଓ କାର୍ଯ୍ୟକ୍ରମ ଦାୟିତ୍ୱ ମଧ୍ୟ ନେଉଥିଲେ । କିନ୍ତୁ ଏବେ ସରକାରୀ ଚାକିରୀରୁ ଅବସର ନେଇ ନୂଆ ନିଯୁକ୍ତି ପାଇଛନ୍ତି ପାଣ୍ଡିଆନ । ତେବେ ଏବେ ପ୍ରଶ୍ନ ଉଠୁଛି କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ? କଣ ରହିବ ପାଣ୍ଡିଆନଙ୍କ ପରବର୍ତ୍ତି ପଦକ୍ଷେପ ? ପ୍ରଶାସନିକ ଅଧିକାରୀ ଭାବେ ସବୁବେଳେ ସକ୍ରିୟ ରହୁଥିବା ଭିକେ ପାଣ୍ଡିଆନଙ୍କ ଆଗାମୀ ପଦକ୍ଷେପ କଣ ହେବ ? ସେ କିଭଳି କାର୍ଯ୍ୟ କରିବେ ସେନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *