କେଉଁ ମନ୍ଦିରକୁ କେତେ ଥର ପରିକ୍ରମା କରିବା ଉଚିତ୍‌

କେଉଁ ମନ୍ଦିରକୁ କେତେ ଥର ପରିକ୍ରମା କରିବା ଉଚିତ୍‌

ଭାରତୀୟ ପରମ୍ପରାରେ ରହିଛି ଅନେକ ମନ୍ଦିର । ଏହିସବୁ ମନ୍ଦରିରେ ପୂଜା ପାଉଛନ୍ତି ହିନ୍ଦୁ ଦେବା ଦେବୀ । ଆମ ପରମ୍ପରାରେ ରହିଛି ମନ୍ଦିରକୁ ଗଲେ ଶୁଭ ମନାସୀ ମନ୍ଦିରର ପରିକ୍ରମା କରାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ମନ୍ଦିରର କେତେ ଥର ପରିକ୍ରମା କଲେ ଶୁଭଫଳ ମିଳେ । ଭଗବାନ ଶିବଙ୍କ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କରାଯାଏ । ମା ଦୁର୍ଗାଙ୍କ ମନ୍ଦିରର ଗୋଟିଏ ଥର ପରିକ୍ରମା କରାଯାଏ । ଶ୍ରୀ ଗଣେଶଙ୍କ ମନ୍ଦିରକୁ ୩ଥର ପରିକ୍ରମା କରାଯାଏ । ହନୁମାନଙ୍କ ମନ୍ଦିରକୁ ୩ଥର ଓ ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ୪ଥର ପରିକ୍ରମା କରାଯାଏ । ସୂର୍ଯ୍ୟ ଦେବତାଙ୍କ ମନ୍ଦିରକୁ ୭ଥର ଓ ଅନ୍ୟ ଦେବା ଦେବୀଙ୍କ ମନ୍ଦିରକୁ ୫ଥର ପରିକ୍ରମା କରାଯାଏ ।

author

Related Articles

Leave a Reply

Your email address will not be published. Required fields are marked *