କେଜ୍ରିୱାଲଙ୍କ ଉପରେ ରାୟ ଦେବେ ହାଇକୋର୍ଟ

କେଜ୍ରିୱାଲଙ୍କ ଉପରେ ରାୟ ଦେବେ ହାଇକୋର୍ଟ

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ରାୟ ଶୁଣାଇବେ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଆଜି ଅପରାହ୍ନ ସାଢ଼େ ୨ଟାରେ ରାୟ ଶୁଣାଇବେ । ଗିରଫଦାରି ବ୍ୟତିତ ଏବେ ତିହାର ଜେଲରେ ଥିବା କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ତାଙ୍କ ରିମାଣ୍ଡକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ଆବେଦନରେ ଗିରଫ କରିବାର ସମୟ ଉପରେ ପ୍ରଶ୍ନ ଉଠାଯାଇଛି । ଏପରି ହେବା ଗଣତନ୍ତ୍ର, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସମେତ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ । ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନକୁ ବିରୋଧ କରି ଯୁକ୍ତି ବାଢ଼ିଛି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ।

author

Related Articles

Leave a Reply

Your email address will not be published. Required fields are marked *