କେଦାରନାଥର ମୌନି ବାବାଙ୍କ ସହ ରାହୁଲ

କେଦାରନାଥର ମୌନି ବାବାଙ୍କ ସହ ରାହୁଲ

ନିର୍ବାଚନ ଆସିଲେ ଜନତାଙ୍କ କଥା ମନେ ପଡେ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଅନ୍ତି । ଆଗକୁ ସାଧାରଣ ନିର୍ବାଚନ ଓ ୫ ରାଜ୍ୟର ବିଧାନସଭା ନିର୍ବାଚନ । ନେତା ମନ୍ତ୍ରୀ ମାନେ ଏଥିପାଇଁ ଭୋଟ ହାତୋଇବାକୁ ଚେଷ୍ଟ ।କରୁଛନ୍ତି । ମିକଟରେ କଂଗ୍ରେସର ରାହୁଲ ଗାନ୍ଧି କେଦାରନାଥ ଯାଇ ମୌନି ବାବାଙ୍କ ସହ ଭୋଟ ହୋଇଥିଲେ । ଓ ଏହା ସହ ଚାଷ ଜମିରେ ଚାଷୀଙ୍କ ସହ ଚାଷ କରୁଥିଲେ । ମୌନି ବାବା ଦୀର୍ଘ ୧୧ ବର୍ଷ ହେବ ମୌନୀ ରହିଛନ୍ତି । ରାହୁଲ ଗାନ୍ଧୀ ବେକରେ ମାଳ ଓ ମଥାରେ ଚନ୍ଦନ ଲଗାଇ ବାବାଙ୍କ ନିକଟରେ ବସିଛନ୍ତି । କଂଗ୍ରେସର ଭୋଟ ହାତୋଇବା ପାଇଁ ଏହି ପ୍ରାୟାସରେ କେତେ ଦ୍ୱର ସଫଳ ହେବ ତାକୁ ଦେଖିବାକୁ ଅପେକ୍ଷା ……

author

Related Articles

Leave a Reply

Your email address will not be published. Required fields are marked *